ଯୁବ ଗୋଷ୍ଠୀଙ୍କୁ ବିଶ୍ବ ଶ୍ରେଣୀୟ ଦକ୍ଷତା ତାଲିମ ପ୍ରଦାନ କରି ରାଜ୍ୟ ପାଇଁ ବିଶ୍ବ ଶ୍ରେଣୀୟ ଦକ୍ଷ ମାନବ ସମ୍ବଳ ସୃଷ୍ଟିକରିବା ଓ ସ୍କିଲ୍ଡ ଇନ ଓଡ଼ିଶାକୁ ବିଶ୍ଵସ୍ତରୀୟ ବ୍ରାଣ୍ଡ ଭାବେ ପରିଚିତ କରାଇବା ନେଇ ଅନୁଷ୍ଠାନ କାର୍ଯ୍ୟ କରୁଛି।
୧୯୯୪ ମସିହାରେ ପ୍ରତିଷ୍ଠିତ ଏହି ଆଇଟିଆଇ ରାଜ୍ୟର ଏକ ଅଗ୍ରଣୀ ମହିଳା ତାଲିମ କେନ୍ଦ୍ର ଭାବେ ବେଶ୍ ପରିଚିତ। ଦୀର୍ଘ ୨୦ ବର୍ଷ ଧରି ଦକ୍ଷତା ତାଲିମ ପ୍ରଦାନ କରିଆସୁଅଛି। ବର୍ତ୍ତମାନ ଏହି ତାଲିମ କେନ୍ଦ୍ରଟି ଉଭୟ ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ପଶ୍ଚିମ ଓଡିଶାରେ ବେଶ୍ ପରିଚିତ। ଯୁବଗୋଷ୍ଠୀଙ୍କୁ ଦକ୍ଷତା ତାଲିମ ପାଇଁ ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଶିକ୍ଷାଦାନର ବ୍ୟବସ୍ଥା ରହିଛି।
ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।
ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।